Jibana do chaki re ashara alok Ep65_01iulie2017

Jibana do chaki re ashara alok Ep65_01iulie2017



Odishatv este principalul canal de știri din Odisha. Site-ul nostru https://odishatv.in/ ABONAȚI-vă la canalul OTV https://goo.gl/Ehz6OP Apreciați-ne pe Facebook https://www.facebook.com/otvnews Cercul pe G+ google.com/+otvodisha Urmărește-ne pe Twitter https://twitter.com/otvnews Urmărește-ne pe Instagram https://www.instagram.com/otvnews/

source

36 thoughts on “Jibana do chaki re ashara alok Ep65_01iulie2017

  1. କିଛି ଶାଶୁ ଶଶୁର ଅଛନ୍ତି,, କିଛି ଝିଅ ଜ୍ୱାଇଁ ଙ୍କୁ ପଚାରନ୍ତି ନାହିଁ..ପୁଅ ଙ୍କୁ ବେଶୀ ଗୁରୁତ୍ୱ ଦିଅନ୍ତି……

  2. ପ୍ରଥମ କଥା ହେଲା ଝିଅଘର ବାପା ମାଁ ଙ୍କ ପାଖରେ ସଂସ୍କାର ନାହିଁ ତେଣୁ ଝିଅଟିଏ କୁସଂସ୍କାରି

  3. ମଉସା ମାଉସୀ ଏହି ଝିଅକୁ ଜନ୍ମ କରିବା ଆଗରୁ ବିଷ ଦେଇ ମାରିଦେବାର ଥିଲା

  4. Sir ଦେଖିଲେ ସେ ଝିଅ ହୋଇକି ବାପା ମା କୁ ଭୁଲ ମାଗିବା ତାଙ୍କୁ ବହୁତ କଷ୍ଟ ଲାଗୁଛି ଏଇଠୁ ଜଣା ପଡିଲା ସେ ଝିଅ କେମିତି ସନମାନ ଦେଉଛି ତା ନିଜ ବାପା ମା ଙ୍କୁ
    ଶୁଣିଲ sir କହୁଛି ଚାଲ ଆମେ ଭୁଲ ମାଗିବା ଆମେ କଣ ଛୁଟ ହୋଇ ଯିବାକି
    ସିଏ ତାଙ୍କର ବଡ ହୁଅନ୍ତୁ
    ଏହି ଭଳି କଥା କହୁଛି ନିଜ ଝଅ ହୋଇକି
    କଉ ଝିଅ ନିଜ ବାପା ମା ଙ୍କୁ ଭୁଲ ମାଗିବା କୁ ମନା କରନ୍ତି ନାହିଁ କିନ୍ତୁ ସେ ଝିଅ ହୋଇକି କହି ପାରୁଛି ଯେ ଆମେ କଣ ଛୋଟ ହୋଇ ଯିବାକି କିନ୍ତୁ ସେ ଝିଅ ବାପା ମା ଙ୍କୁ ଭୁଲ ମାଗି ବାପା ଆଉ ମା ଙ୍କୁ ଛୋଟ କରି ନିଜେ ବଡ ହୋଇ ଗଲେ

Comments are closed.

Follow by Email
YouTube
YouTube
WhatsApp